ନୂଆଦିଲ୍ଲୀ : ଟ୍ରମ୍ପ ଆମେରିକାର ଅର୍ଥବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଲଗାତାର ପଦକ୍ଷେପ ନେଉଛନ୍ତି । ଆମେରିକାର ସମସ୍ତ ଷ୍ଟିଲ ଏବଂ ଆଲୁମିନିୟମ ଆମଦାନୀରେ ୨୫ ପ୍ରତିଶତ ଶୁଳ୍କ ଲଗାଯିବ । ତେଣୁ କଏନ ତିଆରି କରିବାକୁ ବନ୍ଦ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଟ୍ରମ୍ପ ନିଜର ପୂର୍ବ କାର୍ୟ୍ୟକାଳ ସମୟରେ ଷ୍ଟିଲ ଉପରେ ୨୫% ଏବଂ ଆଲୁମିନିୟମରେ ୧୦ % ଟାରିଫ ଲଗାଇଥିଲେ । ସେତେବେଳେ କାନାଡା, ମେକ୍ସିକୋ, ବ୍ରାଜିଲ ଭଳି ପ୍ରମୁଖ ବାଣିଜ୍ୟକ ବୁଝାମଣାକୁ ଆଶ୍ବସ୍ତି ମିଳିଥିଲା । ଏବେ ପୁଣି ଟ୍ରମ୍ପ ଏହି ଟାରିଫକୁ ଲାଗୁ କରିବା ପାଇଁ ନିର୍ଣ୍ଣୟ ନେଇଛନ୍ତି ।ଏହାଛଡା ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଆର୍ଥିକ ରଣନୀତି ଅର୍ନ୍ତଭୁକ୍ତ । ଏହାର ଉଦ୍ଦେଶ୍ୟ ଆମେରିକାର ଲୋକଙ୍କ ହିତରେ ରକ୍ଷା କରିବା ସହିତ ପ୍ରାଇଭେଟ ଚାକିରିକୁ ପ୍ରୋତ୍ସାହିତ କରିବ ।ଟ୍ରମ୍ପ କହିଛନ୍ତି, ଦୀର୍ଘ ସମୟ ଧରି ଆମେରିକା କଏନ ପ୍ରସ୍ତୁତ କରୁଛି, ଯେଉଁଥି ପାଇଁ ୨ ସେଣ୍ଟରୁ ଅଧିକ ଲାଗୁଛି । ଯାହା ନିରର୍ଥକ । ସେଥିପାଇଁ ମୁଁ ଆମେରିକାର ବିତ୍ତ ମନ୍ତ୍ରୀଙ୍କୁ ନୂଆ କଏନ ତିଆରି ବନ୍ଦ କରିବାକ ନିର୍ଦ୍ଦେଶ ଦେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନୁଯାୟୀ, ଆମେରିକାରେ କଏନ ତିଆରି କରିବା ପାଇଁ ଅଧିକ ଖର୍ଚ୍ଚ ହେଉଛି । ଯାହାର କୌଣସି ଆବଶ୍ୟକତା ନାହିଁ । ଏହା ତିଆରି କରିବା ଆମେରିକା ବଜେଟ ପାଇଁ କ୍ଷତି । ତେଣୁ ଏହାକୁ ବନ୍ଦ କରିବା ଉଚିତ ।
ଟ୍ରମ୍ପଙ୍କ ବଡ ନଷ୍ପତ୍ତି, ଷ୍ଟିଲ ଏବଂ ଆଲୁମିନିୟମ ଆମଦାନୀରେ ଲାଗୁ ହେବ ଶୁକ୍ଲ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











