ପ୍ରୟାଗରାଜ : ପ୍ରୟାଗରାଜ ମହାକୁମ୍ଭରେ ପ୍ରବଳ ଭିଡ ଯୋଗୁଁ ସଙ୍ଗମ ଷ୍ଟେସନ ବନ୍ଦ । ଗତକାଲିଠୁ ଷ୍ଟେସନ ବନ୍ଦ କରିଛି ଉତ୍ତରପ୍ରଦେଶ ସରକାର । ଭିଡ ନିୟନ୍ତ୍ରଣ ଓ ସୁରକ୍ଷା ଦୃଷ୍ଟିରୁ ବନ୍ଦ ରଖିବାକୁ ନିଷ୍ପତ୍ତି । ମାଘ ପୂର୍ଣ୍ଣିମାରେ ବୁଡ ପକାଇବାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ଭିଡ଼କୁ ଦୃଷ୍ଟିରେ ରଖି ସଙ୍ଗମ ଷ୍ଟେସନକୁ ୫ ଦିନ ପାଇଁ ବନ୍ଦ କରିଦିଆଯାଇଛି । ପ୍ରୟାଗରାଜର ଆଖପାଖ ଜିଲ୍ଲା ବନାରସ, କାନପୁର, ଫତେହପୁର, କଟଣୀ, ସତନା ଏବଂ ରିୱା ଷ୍ଟେସନ ଫୁଲ୍ ରହିଛି । ଯାତ୍ରୀ ଷ୍ଟେସନରେ ପାଦ ରଖିବାକୁ ମଧ୍ୟ ଜାଗା ନାହିଁ । ଏହାଛଡା ଜେନେରାଲ ବଗିର ଅବସ୍ଥା ତ ଯାହା ହେଉଛି ହେଉଛି ଏସି ବଗିରେ ବି ଛିଡ଼ା ହେବାକୁ ଜାଗା ନାହିଁ । ଟ୍ରେନ୍ରେ ଯେଉଁମାନଙ୍କର ଟିକେଟ୍ କନଫର୍ମ ହୋଇଛି ସେମାନେ ବି ନାନାପ୍ରକାର ଅସୁବିଧାର ସାମ୍ନା କରୁଛନ୍ତି । କାରଣ ଯେଉଁମାନଙ୍କର ଟିକେଟ୍ କନଫର୍ମ ହୋଇନି ସେମାନେ ବି ରିଜର୍ବଭେସନ ବଗିରେ ଚଢି ଯାତ୍ରା କରୁଛନ୍ତି । ଯେଉଁମାନେ ସଂରକ୍ଷିତ ବଗିରେ ଚଢିପାରୁନାହାନ୍ତି ସେମାନେ ଜେନେରାଲ ଶ୍ରେଣୀରେ ଧକ୍କା ଖାଇ ଯାତ୍ରା କରୁଥିବା ଦେଖିବାକୁ ମିଳିଛି ।
ମହାକୁମ୍ଭ ଭିଡ; ସଙ୍ଗମ ଷ୍ଟେସନ ବନ୍ଦ

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...
ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ
ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...
ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ଧନିଆ
ବ୍ୟୁରୋ : ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ...
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା
ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...