The Ultimate Managed Hosting Platform
ADVERTISEMENT

ଟ୍ରେନ ଟଏଲେଟରେ ଅଜଣା ମୃତଦେହ

Facebook
Twitter
LinkedIn

ସମ୍ବଲପୁର : ଟ୍ରେନ ଟଏଲେଟରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର । ନାଗାବଳୀ ଏକ୍ସପ୍ରେସ ଟ୍ରେନ ଟଏଲେଟରୁ ଉଦ୍ଧାର ହୋଇଛି । ସମ୍ବଲପୁର ଷ୍ଟେସନର ୱାଶିଂ ଲାଇନରେ ଟ୍ରେନ ସଫା ବେଳେ ଉଦ୍ଧାର । ଟଏଲେଟ କବାଟ ଭିତର ପଟୁ ବନ୍ଦ ଥିଲା । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଆରପିଏଫ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ତେବେ ମୃତ ଯୁବକ ଜଣକ ପରିଚୟ ମିଳିନାହିଁ । ପ୍ରାଥମିକ ତଦନ୍ତରୁ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login