The Ultimate Managed Hosting Platform
ADVERTISEMENT

ଜଗନ୍ନାଥ ମନ୍ଦିରରୁ ଚୋରୀ, ସୁନା ମୁକୁଟ ଲୁଟି ନେଲେ ଦୁର୍ବୁତ୍ତ

Facebook
Twitter
LinkedIn

ସୋର :ଜଗନ୍ନାଥ ମନ୍ଦିରରୁ ଚୋରୀ । ବାଲେଶ୍ୱର ଜିଲ୍ଲା ସୋର ଥାନା ଚମ୍ପୁ ଗାଁରେ ଗତକାଲି ବଳମ୍ବିତ ରାତିରେ ଚୋରି ହୋଇଛି । ଲକ୍ଷାଧିକ ଟଙ୍କାର ଅଳଙ୍କାର ସହ ଦାନ ହୁଣ୍ଡି ଭାଙ୍ଗି ଟଙ୍କା ନେଇଯାଇଛନ୍ତି । ଜଗନ୍ନାଥ, ବଳଭଦ୍ର,ସୁଭଦ୍ରା ତିନି ବିଗ୍ରହଙ୍କ ସୁନା ମୁକୁଟ ଓ ରାଧାକୃଷ୍ଣଙ୍କ ବଂଶୀ ଲୁଟି ନେଲେ ଦୁର୍ବୃତ୍ତ । ଆଜି ସକାଳେ ମନ୍ଦିର ତାଲା ଭଙ୍ଗାଯାଇଥିବା ଦେଖି ଗାଁଲୋକେ ପୋଲିସକୁ ଖବର ଦେଇଥିଲେ । ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।ସୂଚନା ଯୋଗ୍ୟ କିଛି ଦିନ ତଳେ ଅନୁଗୁଳ ଶୈଳଶ୍ରୀ କ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଥିଲା । ହୁଣ୍ଡି ଭାଙ୍ଗିବା ସହିତ ଶ୍ରୀଜୀଉଙ୍କ ୩ଟି ମଥାମଣି ଲୁଟିନେଇଥିଲେ ଦୁର୍ବୃତ୍ତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login