ନୂଆଦିଲ୍ଲୀ : ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ସୋନିଆ ଗାନ୍ଧିଙ୍କ ବିବାଦୀୟ ମନ୍ତବ୍ୟ । ରାଷ୍ଟ୍ରପତିଙ୍କୁ “Poor Lady” ବୋଲି ମନ୍ତବ୍ୟ ଦେଲେ ସୋନିଆ ଗାନ୍ଧି । ଭାଷଣ ବୋରିଂ ଏବଂ କହି ତାଚ୍ଛଲ୍ୟ କଲେ ସୋନିଆ । ଅଭିଭାଷଣ ପଢି ରାଷ୍ଟ୍ରପତି ଶେଷରେ ଥକି ଯାଇଥିବା କହିଲେ ସୋନିଆ । ଏହାକୁ ନେଇ ରାଜନୀତି ସରଗରମ ରହିଛି । ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି ।
ସୋନିଆଙ୍କ ବିବାଦୀୟ ବୟାନକୁ ବିଜେପିର ତୀବ୍ର ବିରୋଧ । ଏଭଳି ମନ୍ତବ୍ୟ ଆଦୈା ଗ୍ରହଣୀୟ ନୁହେଁ କହିଲେ ସମ୍ବିତ । ରାଷ୍ଟ୍ରପତି ଦେଶର ପ୍ରଥମ ନାଗରିକ, ସେ କଦାପି ବିଚରା ନୁହଁନ୍ତି । ସେ ସଶକ୍ତ, ସେ ଥକି ନାହାନ୍ତି ବୋଲି କହିଛନ୍ତି ସମ୍ବିତ ପାତ୍ର । ସୋନିଆ ଗାନ୍ଧି ରାଷ୍ଟ୍ରପତିଙ୍କୁ କ୍ଷମା ମାଗିବା ଉଚିତ ।
ସୋନିଆଙ୍କ ବିବାଦୀୟ ବୟାନକୁ ଦୃଢ ନିନ୍ଦା କଲେ ଜେପି ନଡ୍ଡା । ମୁଁ ଓ ପ୍ରତ୍ୟେକ ବିଜେପି କର୍ମକର୍ତ୍ତା ଏହାକୁ ଦୃଢ ନିନ୍ଦା କରୁଛୁ । କଂଗ୍ରେସ ଗରିବ ଓଆଦିବାସୀ ବିରୋଧୀ ବୋଲି ବୟାନ ଦର୍ଶାଉଛି । ରାଷ୍ଟ୍ରପତି ଓ ଆଦିବାସୀଙ୍କୁ କଂଗ୍ରେସ ନିଃସର୍ତ୍ତ କ୍ଷମା ମାଗୁ ବୋଲି ନଡ୍ଡା କହିଛନ୍ତି ।
ରାଷ୍ଟ୍ରପତିଙ୍କୁ “Poor Lady” କହିଲେ ସୋନିଆ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











