The Ultimate Managed Hosting Platform
ADVERTISEMENT

ମୋହନଙ୍କୁ ଜୟଶଙ୍କରଙ୍କ ପ୍ରଶଂସା

Facebook
Twitter
LinkedIn

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏସ. ଜୟଶଙ୍କରଙ୍କ ପ୍ରଶଂସା । ପ୍ରବାସୀ ଭାରତୀୟ ଦିବସ ସଫଳତାର ସହ ଆୟୋଜନ ପାଇଁ ପ୍ରଶଂସା । ଚିଠି ଲେଖି ପ୍ରଶଂସା କଲେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ଯୋଗ ଦେଇଥିବା ପ୍ରବାସୀ ପଜିଟିଭ ଫିଡବ୍ୟାକ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଆତିଥେୟତାକୁ ନେଇ ପଜିଟିଭ ଫିଡବ୍ୟାକ ଦେଇଛନ୍ତି । ଭବିଷ୍ୟତରେ ଓଡିଶାରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଗୁରୁତ୍ୱ ଦେବୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login