The Ultimate Managed Hosting Platform
ADVERTISEMENT

ପ୍ରଥମ ଥର ପରଦାରେ ନଜର ଆସିବେ ହ୍ରିତିକ୍ ଏବଂ ଦୀପିକା

Facebook
Twitter
LinkedIn

ନୂଆଦିଲ୍ଳୀ : ବଲିଉଡ ସବୁଠାରୁ ଜଣାଶୁଣା ଆକ୍ସନ ଅଭିନେତା ହ୍ରିତିକ୍ ରୋଶନ ଏବଂ ଦୀପିକା ପାଦୁକୋନ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି। ଏହି ଯୋଡିଙ୍କୁ ପ୍ରଥମ ଥର ପାଇଁ ବଡ ପରଦାରେ ଏକାଠି ଦେଖିବାକୁ ମିଳିବ । ଦୁହିଁଙ୍କୁ ଫିଲ୍ମ ‘ଫାଇଟର’ ରେ ଏକାଠି ଦେଖିବାକୁ ପାଇବେ ଦର୍ଶକ। ଅଭିନେତା ହ୍ରିତିକ୍ଙ୍କ ଜନ୍ମଦିନରେ ଏହି ଫିଲ୍ମର ନାମ ଘୋଷଣା କରାଯାଇଥିଲା। ସେହି ଦିନଠାରୁ ପ୍ରଶଂସକ ଏହି ଫିଲ୍ମ ବିଷୟରେ ଜାଣିବାକୁ ଚେଷ୍ଟା କରୁଥିଲେ। ବର୍ତ୍ତମାନ ଫ୍ୟାନ୍ସଙ୍କ ପାଇଁ ଏକ ବଡଖୁସି ଖବର ସାମ୍ନାକୁ ଆସିଛି। ଫିଲ୍ମଟି ଏବେ ଫ୍ଲୋର୍ ଉପରକୁ ଆସିବାକୁ ପ୍ରସ୍ତୁତ ହୋଇଛି। ଏ ନେଇ ଦୁଇ କଳାକାର ନିଜ ବହୁତ ପରିଶ୍ରମ କରୁଛନ୍ତି । କାରଣ ଏହା ଏକ ଆକ୍ସନ ଫିଲ୍ମ ଉପରେ ଆଧାରିତ।

ବର୍ତ୍ତମାନ ଏହି ଫିଲ୍ମକୁ ନେଇ ବହୁ ଯୋଜନା କରାଯାଇଛି କି ଦୁନିଆର ସବୁଠାରୁ ଭଲ ଭଲ ଲୋକେସନ୍‌ରେ ଶୁଟିଂ କରାଯାଇଯିବ । କରୋନା କାରଣ ଯୋଗୁଁ ଫିଲ୍ମର ଶୁଟିଂ ଘୁଞ୍ଚା ଯାଇଥିଲି । ଏହି ଫିଲ୍ମରେ ହ୍ରିତିକ୍ ଓ ଦୀପିକା ବ୍ୟତୀତ ଅନୀଲ୍ କପୁର ମଧ୍ୟ ନଜର ଆସିବେ । ଆଗୀ ବର୍ଷ ୨୦୨୩ ଜାନୁଆରୀ ୨୬ରେ ରିଲିଜ୍ ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login