The Ultimate Managed Hosting Platform
ADVERTISEMENT

ବଲିଉଡ ଅଭିନେତ୍ରୀ ପୁନମ୍ ଧିଲୋନଙ୍କ ଘରୁ ଚୋରି

Facebook
Twitter
LinkedIn

ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ପୁନମ୍ ଧିଲୋନଙ୍କ ଘରୁ ଚୋରି । ଏବେ କିନ୍ତୁ ଆଶ୍ୱସ୍ତିକର କଥା ଯେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିନେଇଛି । ତାଙ୍କ ନାମ ସମୀର ଅନସାରୀ । ମୁମ୍ବାଇର ଖାର୍ ପୋଲିସ ଏହି ଅଭିଯୁକ୍ତଙ୍କୁ ଖୋଜି ବାହାର କରିଛି । ପୁନମ୍ ଧିଲୋନଙ୍କର ଖାରସ୍ଥିତ ଘରୁ ପାଖାପାଖି ୧ ଲକ୍ଷ ଟଙ୍କାର ଡାଇମଣ୍ଡ ହାର, ୩୫,୦୦୦ ଟଙ୍କା ନଗଦ ଏବଂ କିଛି ଆମେରିକୀୟ ଡଲାର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି ।ସେପଟେ ପୁନମଙ୍କ ବୃତ୍ତିଗତ କଥା ଦେଖିଲେ, ସେ ଶେଷଥର ଫିଲ୍ମ ‘ଜୟ ମମ୍ମି ଦୀ’ରେ ଦେଖାଯାଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login