The Ultimate Managed Hosting Platform
ADVERTISEMENT

ସାହାଯ୍ୟ କରିବା ବାହାନାରେ ଏଏସଆଇଙ୍କ ଅସଦାଚରଣ

Facebook
Twitter
LinkedIn

ଭୁବନେଶ୍ୱର : ସୁରକ୍ଷା ଦେବା ବଦଳରେ କଲେ ଅସୁରକ୍ଷିତ । ସବୁ ସୀମା ଟପିଗଲେ ଏଏସଆଇ । ପ୍ଲାଟଫର୍ମରେ ଯୁବତୀଙ୍କୁ ଏକା ପାଇଁ ସାଥିରେ ନେଇ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ ଏଏସଆଇ । ସାହାଯ୍ୟ କରିବା ବାହାନାରେ ଘରେ କବାଟ ଦେଇ କଲେ ଅସଦାଚରଣ । ଅଭିଯୋଗ ପରେ ଗିରଫ ହେଲେ ଏଏସଆଇ । ଭୁବନେଶ୍ୱର ଆରପିଏଫ ଏଏସଆଇ ନିରଞ୍ଜନ ଜେନା ଗିରଫ ହୋଇଛନ୍ତି ।୨ ଦିନ ପୁର୍ବରୁ ଟ୍ରେନ୍ ଆସି ଷ୍ଟେସନରେ ଓହ୍ଲେଇଥିଲେ ଜଣେ ଯୁବତୀ । ହଷ୍ଟେଲ ବନ୍ଦ ଥିବାରୁ ଆରପିଏଫ ଥାନାକୁ ଯାଇଥିଲେ । ସେଠାରେ ଏଏସଆଇ ନିରଞ୍ଜନ ଯୁବତୀଙ୍କୁ ରୁମରେ ରହିବା ପାଇଁ କହିଥିଲେ । ଯୁବତୀ ରୁମ୍ ଭିତରକୁ ଯିବାପରେ ନିରଞ୍ଜନ କବାଟ ବନ୍ଦ କରିଦେଇଥିଲେ । ବନ୍ଦ ଘର ଭିତରେ ଯୁବତୀଙ୍କୁ ଅସଦାଚରଣ କରିଥିଲେ ଏଏସଆଇ । ଯୁବତୀ ଭୟଭୀତ ହେଇ ପିସିଆରକୁ କଲ୍ କରିଥିଲେ । ପିସିଆର ଆସି ଯୁବତୀଙ୍କୁ ଉଦ୍ଧାର କରିଛି । ଜିଆରପି ଥାନାରେ ଅଭିଯୋଗ ପରେ ଏଏସଆଇ ନିରଞ୍ଜନକୁ ଗିରଫ କଲ ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login