ନୂଆଦିଲ୍ଲୀ : ଚୀନ ଆଣିଲା ସବୁଠୁ ଦ୍ରୁତଗାମୀ ଟ୍ରେନ । ଘଣ୍ଟା ପ୍ରତି ୪୫୦ କିମି ବେଗରେ ଦୈାଡିବ । ବୁଲେଟ୍ ଟ୍ରେନ୍ର ହାଇସ୍ପିଡ୍ ଭର୍ସନ୍ ଲଞ୍ଚ କରିଛି ଚୀନ୍। ଏହା ବିଶ୍ବର ସବୁଠୁ ଦ୍ରୁତ ଗତିରେ ଦୌଡୁଥିବା ଟ୍ରେନ୍ ବୋଲି ଦାବି କରିଛି ଚୀନ୍ । ଚୀନ୍ ରେଲୱେ ଗ୍ରୁପ୍ କମ୍ପାନୀର ତଥ୍ୟ ଅନୁସାରେ ଏହା ଘଣ୍ଟା ପ୍ରତି ୪୫୦ କିଲୋମିଟର ବେଗରେ ଦୌଡ଼ିବ। ଏହା ଦ୍ବାରା ଦେଶର ଯାତ୍ରୀଙ୍କ ପାଇଁ ଯାତାୟତ ସହଜ ଓ ସୁଗମ ହେବ। ଚୀନ୍ରେ ବର୍ତ୍ତମାନ ଚାଲୁଥିବା ସିଆର ୪୦୦ ତୁଳନାରେ ଅଧିକ ଦ୍ରୁତ ଗତିରେ ଚାଲିବ।
Views: 44