ଭୁବନେଶ୍ୱର : ତେଲ ଟାଙ୍କି ଓ ଗ୍ୟାସ ଓଜନରେ ଗଫଲତି ହେଉଛି କହିଲେ ଯୋଗାଣ ମନ୍ତ୍ରୀ । ୩୭୧ ଟାଙ୍କିରେ କମ୍ ତେଲ ଆସୁଛି , ୫ ଲିଟର ନେଲେ ୩୦ରୁ ୪୦ ମିଲି କମ୍ । ୧୪ ଓ ୧୯ କେଜି ଗ୍ୟାସ ଓଜନରେ ମଧ୍ୟ ଠକେଇ ହେଉଛି । ୨୪ ବର୍ଷରେ ବ୍ୟବସ୍ଥା ଖରାପ ହୋଇ ଯାଇଛି । ଜିଲ୍ଲା ଓ ରାଜ୍ୟସ୍ତରରେ କଞ୍ଜୁମର କୋର୍ଟକୁ ସଶକ୍ତ କରାଯିବ । ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୩୭୧ ଟାଙ୍କିରେ କମ ତେଲ ଆସୁଛି । ୫ ଲିଟର ତେଲ ନେଲେ ୨୦ ରୁ ୩୦ ଗ୍ରାମ କମ ଆସୁଛି । ସେହିଭଳି ଗ୍ୟାସରେ ବି ଠକେଇ ହେଉଛି । ୧୪ କେଜି ୧୯ କେଜି ଗ୍ୟାସରେ ଓଜନରେ ଠକେଇ ହେଉଛି । ସେଥିପାଇଁ ଜିଲ୍ଲାସ୍ତର ଏବଂ ରାଜ୍ୟ ସ୍ତରରେ କଞ୍ଜ୍ୟୁମର କୋର୍ଟକୁ ସଶକ୍ତ କରାଯିବ । ଅତୀତରେ ବ୍ୟବସ୍ଥା ଖରାପ ହୋଇଯାଇଛି, ଯୋଗାଣ ଅଫିସରେ ଷ୍ଟାପ ନାହାନ୍ତି । କେଉଁଠି ଜଣେ ଲେଖାଏଁ କର୍ମଚାରୀ ଅଛନ୍ତି, ୨୪ ବର୍ଷରେ ବ୍ୟବସ୍ଥା ଖରାପ ହୋଇ ଯାଇଛି । ଆମକୁ ସଜାଡିବାକୁ ପଡିବ । ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତର ସହ ନେଇଛନ୍ତି । ତେଲ ଟାଙ୍କି ମାନଙ୍କରେ ଗ୍ୟାସ ଏଜେନସି ଗୁଡିକରେ ଚେକ କରିବାକୁ ପଡିବ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ତେଲ ଟାଙ୍କି, ଗ୍ୟାସ ଏଜେନ୍ସି ଠକୁଛନ୍ତି : ମନ୍ତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







