The Ultimate Managed Hosting Platform
ADVERTISEMENT

ଟ୍ରାଙ୍କୁଲାଇଜ ହେବ ଜିନ୍ନତ, ଖୁବଶୀଘ୍ର ଟ୍ରାଙ୍କୁଲାଇଜ କରି ଫେରାଇ ଆଣିବ ବନ ବିଭାଗ

Facebook
Twitter
LinkedIn

ଶିମିଳିପାଳ : ଟ୍ରାଙ୍କୁ ଲାଇଜ ହେବ ଜିନ୍ନତ । ଶିମିଳିପାଳ ମୁହାଁଉନି ମହାରାଷ୍ଟ୍ରୁରୁ ଆସିଥିବା ବାଘୁଣୀ । ପ୍ରତିଦିନ ୨୫ରୁ ୩୦ କିଲୋମିଟର ଆଗକୁ ଯାଉଛି । ଏବେ ପଡୋଶୀ ପଶ୍ଚିମବଙ୍ଗରେ ବୁଲୁଛି ବାଘୁଣୀ ଜିନ୍ନତ । ଏପରି ଆଗକୁ ଗଲେ ଖୁବଶୀଘ୍ର ଭାରତ ସୀମା ପାର ହୋଇ ବାଂଲାଦେଶ ଚାଲ ଯିବା ସମ୍ଭାବନା ରହିଛି । ତେଣୁ ଖୁବଶୀଘ୍ର ଟ୍ରାଙ୍କୁଲାଇଜ କରି ଫେରାଇ ଆଣିବାକୁ ଯୋଜନା କରୁଛି ବନ ବିଭାଗ । ଏବେ ଜିନ୍ନସ୍ପଶ୍ଚିମ ମେଦିନାପୁର ଝାରଗ୍ରାମ ଡେଇଁ ପୁରିଲିଆ ଜିଲ୍ଲା ବୁଦବାନରେ ପହଁଚିଛି । ଏବେ ଓଡିଶା ସୀମାଠୁ ପ୍ରାୟ ୧୮୦ ଓ ଶିମିଳିପାଳରୁ ୨୧୦ କିମି ଦୂରରେ ଅଛି । ଜିନ୍ନତର ଗତିବିଧି ଉପରେ ନଜର ରଖିଛି ବନ ବିଭାଗ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login