ଭୁବନେଶ୍ୱର : ଓଡିଆ ଚଳଚ୍ଚିତ ପାଦେ ଆକାଶରେ ପ୍ରଥମ ଥର ଓଲିଉଡ ଲାକପ୍ରିୟ ନାୟିକା ଅର୍ଚ୍ଚିତାଙ୍କ ବିପକ୍ଷରେ ନଜର ଆସିବେ ଅଭିନେତା ଅଙ୍କିତ ।କାହାଣୀ ଅନୁଯାୟୀ, ନାୟିକାଙ୍କ ପ୍ରେମିକ ତଥା ଭାବି ସ୍ୱାମୀ ଭୂମିକାରେ ଅଛନ୍ତି ଅଙ୍କିତ । ଘଟଣାକ୍ରମେ ନାୟିକା ଦୁର୍ଘଟମାର ଶିକାର ହୁଅନ୍ତି ଏବଂ ପକ୍ଷାଘାତରେ ପୀଡିତ ହୁଅନ୍ତି । ତାପରେ କାହାଣୀରେ ନିଏ ନୂଆ ମୋଡ । ସୁଶାନ୍ତ ମଣିଙ୍କ ନିଦେ୍ର୍ଦଶିତ ଦ୍ୱିଭାଷୀ ଫିଲ୍ମ ପାଦେ ଆକାଶ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ମନେ କରନ୍ତି ଅଙ୍କିତ । ତେବେ ଛୋଟ ପରଦା, ଟେଲି ସିନେମା , ମ୍ୟୁଜିକ ଭିଡିଓ ସବୁଥିରେ ନଜର ଆସଛନ୍ତି ଅଙ୍କିତ ।
Views: 38