The Ultimate Managed Hosting Platform
ADVERTISEMENT

ବର୍ଷକରେ ବଢିଛନ୍ତି ୫ ହାତୀ

Facebook
Twitter
LinkedIn

ଭୁବନେଶ୍ୱର : ଆସିଲା ୨୦୨୪ ହାତୀ ଗଣନା ରିପୋର୍ଟ । ରାଜ୍ୟରେ ବର୍ଷକରେ ବଢିଛନ୍ତି ମାତ୍ର ୫ ହାତୀ । ରାଜ୍ୟର ୩୮ଟି ଡିଭିଜନରେ ଅଛନ୍ତି ୨୧୦୩ ହାତୀ । ମୋଟ୍ ୩୩୪ ଟି ବଡ଼ ଦନ୍ତା ହାତୀ, ୧୨ ଟି ବଡ଼ ମାଖନା ହାତୀ, ୬୭୮ ଟି ମାଇ ହାତୀ ଓ ୪୦୩ ଟି ହାତୀ ଛୁଆ ଅଛନ୍ତି । କିନ୍ତୁ ୧୩ ଟି ଡିଭିଜନରେ ଗୋଟିଏ ବି ହାତୀ ନାହାନ୍ତି । ଢେଙ୍କାନାଳ ଡିଭିଜନରେ ସର୍ବାଧିକ ୧୯୧ ଟି କେନ୍ଦୁଝର ଡିଭିଜନରେ ୧୬୦ ଟି ଆଠଗଡ଼ ଡିଭିଜନରେ ୧୨୪ ଟି, ଦେଓଗଡ଼ ଡିଭିଜନରେ ୧୨୩ ଟି ଓ ଅନୁଗୁଳରେ ୧୧୭ ଟି ହାତୀ ଅଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login