The Ultimate Managed Hosting Platform
ADVERTISEMENT

ଦେଓମାଳିରୁ ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା, ଯୁବକଙ୍କ ଚାଲିଗଲା ଜୀବନ

Facebook
Twitter
LinkedIn

କୋରାପୁଟ: ଦେଓମାଳିରୁ ବାଇକ ଯୋଗେ ଜଣେ ଯୁବକ ଫେରୁଥିବା ବେଳେ ସର୍ଗିଗୁଡ଼ା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଆଜି ସକାଳେ ଘଟିଥିବା ଏହି ଦୁର୍ଘଟଣାରେ ଉକ୍ତ ଯୁବକଙ୍କ ପ୍ରାଣହାନି ଘଟିଛି। ମୃତକ ହେଲେ କେନ୍ଦୁଗୁଡ଼ା ଗାଁର ଚନ୍ଦ୍ରଶେଖର ସୌର (୨୬)। ସୂଚନା ଅନୁଯାୟୀ, ଚନ୍ଦ୍ରଶେଖର ସୌର ନିଜ ସାଙ୍ଗମାନଙ୍କ ସହ ଦେଓମାଳି ବୁଲିବାକୁ ଯାଇଥିଲେ। ଆଜି ସକାଳେ ସେ ନିଜ ବାଇକରେ ଗାଁକୁ ଫେରୁଥିବା ବେଳେ ବାଇକଟି ଟ୍ରକ ପଛ ପଟେ ପିଟିଥିଲା। ଏହାଫଳରେ ଚନ୍ଦ୍ରଶେଖର ସୌରଙ୍କ ମୃତ୍ୟୁ ଘଟିଥିଲା କ୍ଷ ଏହି ଅଘଟଣରେ ଆଉ ଜଣେ ଆହତ ହୋଇଥିବାର ସୂଚନା ରହିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login