The Ultimate Managed Hosting Platform
ADVERTISEMENT

ଶେଷ ହେଲା ଐତିହାସିକ ବାଲିଯାତ୍ରା, ୯ ଦିନରେ ୨୫୦ କୋଟିର ବେପାର

Facebook
Twitter
LinkedIn

କଟକ : ସରିଲା କଟକର ଐତିହାସିକ ବାଲିଯାତ୍ରା । ଗତକାଲି ଥିଲା ଉଦଯାପନୀ ସନ୍ଧ୍ୟା । ୯ ଦିନ ଧରି ଚାଲିଥିଲା କିଣାବିକାର ମେଳା । ପ୍ରତିଦିନ ହେଉଥିଲା ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଥିଲା । ଏଥର ବାଲିଯାତ୍ରା ମୋଟ ୨୫୦ କୋଟିର ବ୍ୟବସାୟ ହୋଇଛି । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଜମିଥିଲା ବାଲିଯାତ୍ରା । ନାଚଗୀତକୁ, କିଣାବିକାରେ ଉଛୁଳି ଉଟିଥିଲା ମହାନଦୀ ପଠା । ପରିବାର, ସାଙ୍ଗ ପରିଜନ ସହ ବାଲିଯାତ୍ରା ବୁଲି ଭରପୂର ମଜା ଉଠାଇଥିଲେ ଲୋକେ । ଏହା ସହ ସୁସ୍ୱାଦୁ ଖାଦ୍ୟର ମଜା ନେଇଥିଲେ ଲୋକମାନେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login