The Ultimate Managed Hosting Platform
ADVERTISEMENT

ଦ୍ୱିତୀୟ ଥର ମା ହେବାକୁ ଯାଉଛନ୍ତି ସନା ଖାନ

Facebook
Twitter
LinkedIn

ବିଗ୍ ବିସ୍ ଫେମ୍ ସନା ଖାନ ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି । ନଭେମ୍ବର ୨୨ରେ ସନା ଏକ କ୍ୟୁଟ୍ ଭିଡିଓ ପୋଷ୍ଟ କରି ବହୁତ ଜଲଦି ସେମାନେ ତିନିରୁ ଚାରି ହେବାକୁ ଯାଉଥିବା କହିଛନ୍ତି । ନିଜର ପ୍ରେଗନାନ୍ସି ବିଷୟରେ ଘୋଷଣା କରି ସେ ଫ୍ୟାନମାନଙ୍କୁ ଖୁସି ଖବର ଦେଇଛନ୍ତି । ସନା ଖାନ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ୍ କରିଛନ୍ତି । ଏହା ଜରିଆରେ ସେ ସ୍ୱାମୀଙ୍କ ସହିତ ନିଜର ଦ୍ୱିତୀୟ ପ୍ରେଗନାନ୍ସି ବିଷୟରେ ଘୋଷଣା କରିଛନ୍ତି । କପଲଙ୍କର ଏକ ପୁତ୍ର ସନ୍ତାନ ରହିଛି, ଯାହାଙ୍କ ନାମ ସୟଦ ତାରିକ ଜମିଲ । ମନୋରଞ୍ଜନ ଦୁନିଆକୁ ବାଏ ବାଏ କହି ସାରିଥିବା ସନା ସ୍ୱାମୀ ମୁଫତି ଅନସ୍ ସଇଦଙ୍କ ସହ ସୋସିଆଲ ମିଡିଆରେ ଫ୍ୟାନମାନଙ୍କୁ ଏହି ଖୁସି ଖବର ଜଣାଇଛନ୍ତି । କପଲ ନିଜର ଦ୍ୱିତୀୟ ସନ୍ତାନକୁ ଆଶା କରୁଥିବା କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login