The Ultimate Managed Hosting Platform
ADVERTISEMENT

ରାସ୍ତାରେ ଧାନ ରୋଇଲେ ଗ୍ରାମବାସୀ

Facebook
Twitter
LinkedIn

କାମାକ୍ଷାନଗର : ରାସ୍ତା ମରାମତି ଦାବିରେ ଗ୍ରାମବାସୀଙ୍କ ଅଭିନବ ପ୍ରତିବାଦ । ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ କଲେ ଗ୍ରାମବାସୀ । ବାଉଁଶପାଳ ପଞ୍ଚାୟତ ବାହାଡା ଗ୍ରାମବାସୀଙ୍କ ଆନେ୍ଦାଳନ । ବାରମ୍ବାର ସ୍ଥାନୀୟ ସରପଞ୍ଚ ଓ ପ୍ରଶାସନକୁ ଜଣାଇଥିଲେ। କିନ୍ତୁ ସମସ୍ୟାର ସମାଧାନ ନହେବାରୁ ପ୍ରତିବାଦ କରିଛନ୍ତି ଗ୍ରାମବାସୀ କ୍ଷ ବାହାଡା ଗାଁ ମୁଖ୍ୟ ରାସ୍ତା ବର୍ଷାଦିନେ କାଦୁଅ ରେ ଭର୍ତ୍ତି ହୋଇଥାଏ କ୍ଷ ସେହି କାଦୁଅ ରାସ୍ତା ଦେଇ ପିଲା ସ୍କୁଲ , କଲେଜ ଯାଆନ୍ତି। ରାସ୍ତା ଖରାପ ଥିବାରୁ ଅନେକ ସମୟରେ ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ଅଗ୍ନିଶମ ଗାଡି ପର୍ୟ୍ୟନ୍ତ ଗାଁ କୁ ପ୍ରବେଶ କରି ପାରେନାହିଁ କ୍ଷ ତୁରନ୍ତ ରାସ୍ତା ମରାମତି କରିବାକୁ ଲୋକେ ଦାବି କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login