The Ultimate Managed Hosting Platform
ADVERTISEMENT

କଟକରେ ପାଇପ ଫାଟି ଦବିଲା ରାସ୍ତା

Facebook
Twitter
LinkedIn

କଟକ : ନୂଆପଡା ଛଳରେ ପାଣି ପାଇପ ଫାଟି ଦବିଲା ରାସ୍ତା । ରାସ୍ତା ଦବି ବିରାଟ ଗର୍ତ୍ତ ସୃଷ୍ଟି ହେବାରୁ ଯାତାୟାତ ବାଧାପ୍ରାପ୍ତ । ନୂଆପଡାରୁ ଖାନନଗର ରାସ୍ତାରେ ଯାତାୟାତରେ ସମସ୍ୟା । ବର୍ତ୍ତମାନ ଏହି ରାସ୍ତା ଦେଇ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଛି । । ଦୁଇପଟେ ରାସ୍ତା ବ୍ଲକ କରାଯାଇ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଘଟଣା ସ୍ଥଳରେ କଟକ ମେୟର ପହଁଚି ସ୍ଥିତି ଯାଞ୍ଚ କରିଛନ୍ତି । ସୂଚନା ଯୋଗ୍ୟ ଜୁଲାଇ ୮ରେ ଭୁବନେଶ୍ୱର ଆଇଗଣିଆ ଜାତୀୟ ରାଜପଥ ଫ୍ଲାଏଓଭର ରାସ୍ତା ମଧ୍ୟ ଦବି ଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login