The Ultimate Managed Hosting Platform
ADVERTISEMENT

ନଦୀରେ ବନ୍ୟା ସ୍ଥିତି ନାହିଁ , ବିପଦ ସଙ୍କେତ ତଳେ ଜଳସ୍ତର; ସର୍ବୋଚ୍ଚ ଯନ୍ତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର : ନଦୀର ଜଳସ୍ତର ବଢୁଛି । କିନ୍ତୁ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ। କାରଣ ବିପଦ ସଙ୍କେତର ବହୁତ ତଳେ ରହିଛି ଜଳସ୍ତର। ଲଘୁଚାପ ଜନିତ ବର୍ଷା ହେଲେ ବି ବ୍ରାହ୍ମଣୀ ଏବଂ ସୁବର୍ଣ୍ଣରେଖାରେ ଜଳସ୍ତର ବୃଦ୍ଧି ପାଇପାରେ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି। ବର୍ତ୍ତମାନ ହୀରାକୁଦରେ ୬୦୮.୫୮ ଘନଫୁଟ ଜଳସ୍ତର ରହିଛି। ଜଳଭଣ୍ଡାର କୁ ୧ ଲକ୍ଷ ୨୦ ହଜାର କ୍ୟୁସେକ ପାଖା ପାଖି ଇନଫ୍ଲୋ ଅଛି। ଏବେ ପର୍ୟ୍ୟନ୍ତ ୬ଟି ସ୍ଳୁଇସ ଗେଟ ମାଧ୍ୟମରେ ବନ୍ୟା ଜଳ ନିଷ୍କାସନ ହେଉଛି। ୬ଟି ଗେଟ ଦ୍ବାରା ୧.୩୦ ଲକ୍ଷ କ୍ୟୁ ସେକ ଜଳ ନିଷ୍କାସିତ ହେଉଛି। ମୁଣ୍ଡଳୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ଉପର ମୁଣ୍ଡରେ ଆଜି ଆଭରେଜ ୨୪ ମିଲିମିଟର ବର୍ଷା ହୋଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login