The Ultimate Managed Hosting Platform
ADVERTISEMENT

ଆସୁଛି ଖିଲାଡି କୁମାରଙ୍କ ବଚ୍ଚନ ପାଣ୍ଡେ; ଟ୍ରେଲର ପରେ ନୂଆ ପୋଷ୍ଟର ଜାରି

Facebook
Twitter
LinkedIn

ରିଲିଜ ହେଲା ବଲିଉଡର ଅପକମିଙ୍ଗ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ର ଟ୍ରେଲର । ଟ୍ରେଲରରେ ଦମଦାର ଭୂମିକାରେ ନଜର ଆସିଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ଟ୍ରେଲର ଦଶର୍କ ଖୁବ ଭଲପାଇବା ଦେଇଛନ୍ତି । ସେହିପରି ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଅକ୍ଷୟଙ୍କ ଏକ ଫଟୋ ମଧ୍ୟ ଦର୍ଶକଙ୍କୁ ବେସ ପସନ୍ଦ ଆସିଛି । ଫିଲ୍ମରେ ଅଭିନେତ୍ରୀ କ୍ରିତି ସାନନ ଓ ଜ୍ୟାକଲିନ ଫର୍ଣ୍ଣାଡିଜ ଓ ଅଭିନେତା ଅର୍ଶଦ ବାରର୍ସି ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଫିଲ୍ମ ବଚ୍ଚନ ପାଣ୍ଡେରେ ଏକ ଗ୍ୟାଙ୍ଗଷ୍ଟାର କାହାଣିକୁ ନେଇ ଆଧାରିତ । ଏହି ଫିଲ୍ମ ପାଇଁ ୯୯ କୋଟି ଟଙ୍କା ଚାର୍ଜ କରିଥିବା ଜଣାପଡିଛି । ଗତ ବର୍ଷ ରିଲିଜ ହେବାକୁ ଥିବା ଏହି ଫିଲ୍ମ ଟି କରୋନା କାରଣରୁ ଅଟକି ରହିଥିଲା । ଫରହାଦ ସାମଜିଙ୍କ ନିର୍ଦ୍ଦେଶିତ ସାଜିଦ ନାଦିଆଦ ବାଲାଙ୍କ ପ୍ରସ୍ତୁତ ଏହି ଫିଲ୍ମ ଆସନ୍ତା ମାର୍ଚ୍ଚ ୨୫ ରେ ସିନେମା ଘରରେ ରିଲିଜ  ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login