ଦିଗପହଣ୍ଡି : ତପ୍ତପାଣି ଘାଟି ପାଳୁଖୋଳା ନିକଟରେ ଦୁର୍ଘଟଣା । ଅନ୍ୟ ଏକ ଗାଡିକୁ ଓଭରଟେକିଂ ବେଳେ ମିନି ଟ୍ରକ ଦୁର୍ଘଟଣାଗ୍ରସ୍ତ । ରାସ୍ତା କଡକୁ ଖସିଲା ମିନି ଟ୍ରକ । ଦୁର୍ଘଟଣାରେ ଡ୍ରାଇଭର ଆହତ ।
ଅନ୍ୟପଟେ କୋଇଡା ଅନ୍ତର୍ଗତ କେ. ବଲାଙ୍ଗ ଥାନା ଚୁନା ଘାଟିରେ ଦୁର୍ଘଟଣା ଘଟି ଡ୍ରାଇଭର ମୃତ । ଲୁହା ପଥର ବୋଝେଇ ଟ୍ରକ ବ୍ରେକ ଫେଲ ହେବାରୁ ଦୁର୍ଘଟଣା ଘଟିଛି । ବ୍ରେକ ଫେଲ ହୋଇ ଆଉ ଏକ ଟ୍ରକକୁ ପଛରୁ ପିଟି ଭାଙ୍ଗି ଚୁରମାର ହୋଇଛି ।
Views: 75