ଜଳେଶ୍ୱର : ସ୍କୁଲ ନିକଟରେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର । ବସ୍ତା ଥାନା ଛାନୁଆଁ ଗାଁ ସ୍କୁଲ ନିକଟରୁ ଉଦ୍ଧାର ହୋଇଛି ମୃତଦେହ । େଉକ୍ତ ଯୁବକର ଦେହରେ ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଛି । ତବେ କିଏ ହତ୍ୟା କରିଥିବା ନେଇ ସନେ୍ଦହ କରୁଛନ୍ତି ସ୍ଥାନୀୟ ଲୋକେ । ମୃତ ଯୁବକ ଜଣକ ଜଗତସିଂହପୁର ଜିଲ୍ଲାର ହୋଇଥିବା ନେଇ ସୂଚନା ରହିଛି ।ତେବେ ପୋଲିସ ଘଟଣାସ୍ଥଳରେ ପହଁଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।
Views: 131











