The Ultimate Managed Hosting Platform
ADVERTISEMENT

ଗଛରେ ପିଟି ହେଲା ବୋଲେରୋ

Facebook
Twitter
LinkedIn

ବଣାଇ : ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବୋଲେରୋ । ବଣାଇ ଥାନା ଜକେଇକଳାରେ ବିଳମ୍ବିତ ରାତିରେ ଦୁର୍ଘଟଣା । ଡ୍ରାଇଭରଙ୍କ ମୃତଦେହ ଜବତ କରି ମେଡିକାଲ ପଠାଇଲା ପୋଲିସ । ମହୁଲ ଡିହା ଗାଁର ସ୍ୱର୍ଗତ ଧୁବେଇ ଚରଣ ସାହୁଙ୍କ ସାନ ପୁଅ ମୁରଲୀ ଧର ସାହୁ ଗାଡିରେ ବଣେଇ ଚୈତ୍ର ମେଳା ଦେଖିବାକୁ ଯାଇ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ । କିଛି କାରଣ ବଶତଃ ତାଙ୍କ ଗାଡି ଭାରସାମ୍ୟ ହରାଇ ଗକ୍ତରେ ବାଡେଇ ହୋଇ ରାସ୍ତାରେ ଓଲଟି ପଡିଥିଲା । ସ୍ଥାନୀୟ ଲୋକ ଭୟଙ୍କର ଶବ୍ଦ ଶୁଣି ଘଟଣାସ୍ଥଳରେ ପହଁଚି ଚାଳକଙ୍କୁ ବାହାର କରିବା ସହ ବଣେଇ ପୋଲିସ ଓ ୧୦୮କୁ ଆମ୍ବୁଲାନ୍ସକୁ ଜଣାଇଥିଲେ । ପୋଲିସ ଗାଡି ସିଜ କରିବା ସହ ଘଟଣାର ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login