The Ultimate Managed Hosting Platform
ADVERTISEMENT

ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା କାର

Facebook
Twitter
LinkedIn

କଙ୍କଡାହାଡ଼: ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା କାର । କଙ୍କଡାହାଡ଼ ବ୍ଲକ ଝିଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ତୋରଡାନାଲି ବାଲିପସି ବନ୍ଧ ପାଖରେ ଏକ ଚଳନ୍ତା କାର ଅନୁମାନିକ ସମୟ ପୂର୍ବାହ୍ନ ୯.୪୦ ବେଳେ ଜଳି ଯାଇଛି। ତୋରଡ଼ାନାଳୀ ଗାଁର ପବନା ରଣାଙ୍କ କାରରେ ହଠାତ ନିଆଁ ଲାଗି ଯାଇଥିଲା। ୪ ଜଣ ଗାଡି ଭିତରେ ଥିଲେ । ଚାଳକ ଓ ଅନ୍ୟମାନେ ସୁରକ୍ଷିତ ଥିବା ସୂଚନା ମିଳିଛି । କାରଟି ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇ ଯାଇଛି। କଙ୍କଡାହାଡ଼ ଅଗ୍ନିଶମ ବାହିନୀ ଓ ପରଜଙ୍ଗ ଅଗ୍ନିଶମ ବାହିନୀ ଆସି ଅଗ୍ନିକାଣ୍ଡକୁ ଆୟତ୍ତ କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login