The Ultimate Managed Hosting Platform
ADVERTISEMENT

ଫେରାର କଏଦୀର ଝୁଲନ୍ତା ମୃତଦେହ ଉଦ୍ଧାର

Facebook
Twitter
LinkedIn

ଯାଜପୁର : ଏସସିବିରୁ ଫେରାର କଏଦୀର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । କାଳିଆପାଣି ଥାନା ଗିରିଙ୍ଗାମାଳି ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର । ମୃତ କଏଦୀ କାଳିଆପାଣି ଥାନା ପନାସିଆର ଶୁକ୍ରା ମୁଣ୍ଡା ହୋଇଥିବା ସୂଚନା । ଗତକାଲି ଏସସିବି ମେଡିକାଲରୁ ଚମ୍ପଟ ମାରିଥିଲା ଶୁକ୍ରା । ହତ୍ୟା ମାମଲାରେ ଆଠଗଡ ଜେଲରେ ଆଜୀବନ ସଜା କାଟୁଥିଲେ । ଟିବି ରୋଗରେ ଆକ୍ରାନ୍ତ ହେବାରୁ ଏସସିବିରେ ଭର୍ତ୍ତି କରାଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login