The Ultimate Managed Hosting Platform
ADVERTISEMENT

କଂଗ୍ରେସର ଟିକେଟ କସରତ , ଦିଲ୍ଲୀ ଗଲେ ପିସିସି ସଭାପତି

Facebook
Twitter
LinkedIn

ଭୁବନେଶ୍ୱର : ଅଧିକାଂଶ ସ୍ଥାନରେ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ । ଆଜି ଦିଲ୍ଲୀ ଗସ୍ତରେ ଯାଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଆସନ୍ତା ୧୫ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଆସିବ କହିଲେ ପିସିସି ସଭାପତି । ଶନିବାର ସ୍କ୍ରିନିଂ ଓ ରବିବାର ସିଇସି ବୈଠକରେ ହେବ ଚୂଡାନ୍ତ । ତେବେ କଂଗ୍ରେସ ପୂର୍ବରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲ୍ିକା ଘୋଷଣା କରିଥିବା ବେଳେ ଏବେ ବି ଅଧିକାଂଶ ଆସନ ଖାଲି ପଡିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login