The Ultimate Managed Hosting Platform
ADVERTISEMENT

ଓଲଟିଲା ଆମ୍ବୁଲାନ୍ସ, ୬ ଆହତ

Facebook
Twitter
LinkedIn

ଖଲ୍ଲିକୋଟ: ବାଇକକୁ ଧକ୍କା ଦେଇ ଓଲଟି ପଡିଲା ଆମ୍ବୁଲାନ୍ସ । ଫଳରେ ୬ ଜଣ ଆହତ ହୋଇଛନ୍ତି । ବଡଘାଟି ନିକଟରେ ଭାରସାମ୍ୟ ହରାଇ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ଶବ ସକ୍ରାର ପାଇଁ ଦିଗପହଣ୍ଡିରୁ ପୁରୀ ଅଭିମୁଖେ ଆସୁଥିଲେ । ୬ ଆହତଙ୍କ ମଧରୁ ଜଣେ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login