ଭୁବନେଶ୍ୱର : ସଭ୍ୟପଦ ରଦ୍ଦ ହେବା ପରେ ବିଧାୟକ ଅରବିନ୍ଦ ଢାଲି ନିଜର ପ୍ରତିକ୍ରିୟା ରଖିଛନ୍ତି । ସଭ୍ୟପଦ ରଦ୍ଦ କରିବା ସ୍ୱାଭାବିକ , ମୋ ପାଇଁ ଯାହା ଅନ୍ୟମାନଙ୍କ ବି ସମାନ । ସଭ୍ୟପଦ ରଦ୍ଦ ପୂର୍ବରୁ ପକ୍ଷ ରଖିବାକୁ ସୁଯୋଗ ଦେବାର ଥିଲା । ଉଦେ୍ଦଶ୍ୟମୂଳକ ଭାବେ ମୋ ମତାମତ ନେଲେନି । ମତାମତ ନ ନେଇ ଏକତରଫା ନିଷ୍ପତ୍ତି ନେଇଛନ୍ତି ସରକାର । ପକ୍ଷ ରଖିବାକୁ ଆଉ ଥରେ ସୁଯୋଗ ଦିଅନ୍ତୁ । ସଭ୍ୟପଦ ରଦ୍ଦର କୈାଣସି ପ୍ରଭାବ ନିର୍ବାଚନ ଉପରେ ପଡିବନି ।
Views: 87











