The Ultimate Managed Hosting Platform
ADVERTISEMENT

ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ

Facebook
Twitter
LinkedIn

ବରଗଡ : ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ବରଗଡ ପାଇକମାଳ ଥାନା ଗନ୍ଧମାର୍ଦ୍ଧନ ପାହାଡରେ ଗୁଳିବିନିମୟ । ରାତ୍ିରୁ ଚାଲିଛି ଗୁଳିବିନିମୟ । ଘଟଣାସ୍ଥଳରୁ କିଛି ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ସୂଚନା ରହିଛି । ପାଇକମାଳ ଗନ୍ଧମାର୍ଦ୍ଧନ ପାହାଡ ନିକଟରେ ମାଓକ୍ୟାମ୍ପ କରିଥିବା ସୂଚନା ପାଇ ଏସଓଜି କରିଥିଲା ଅପରେସନ । ଅପରେସନରେ ଏକ ମାଓକ୍ୟାମ୍ପ ଠାବ ହୋଇଥିବା ବେଳେ ଅନେକ ମାଓ ସାମଗ୍ରୀ ଜବତ ହୋଇଛିା
ଅନ୍ୟପଟେ ୩ ମାସରେ ୫୦ ମାଓବାଦୀଙ୍କ ମୃତ୍ୟୁ ସ୍ୱୀକାରୋକ୍ତି । ଏକ ଲିଖିତ ଚିଠି ଜରିଆରେ ସୂଚନା ଜାରି କଲା ମାଓ ସଂଗଠନ । ଗତ ଦୁଇ ଦଶନ୍ଧିରେ ୫ ହଜାରରୁ ଉଦ୍ଧ୍ୱର୍ କମ୍ରେଡଙ୍କୁ ମୃତ୍ୟୁ ସୂଚନା । ୧୫ ତାରିଖରେ ଓଡିଶା ସମେତ ୪ ରାଜ୍ୟରେ ବନ୍ଦ ଡାକରା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login