The Ultimate Managed Hosting Platform
ADVERTISEMENT

ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚୋରା ଚାଲାଣ

Facebook
Twitter
LinkedIn

କୋରାପୁଟ : ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ।ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ପାଡୁଆ ବାଞ୍ଜଲାପୁଟରେ। ଛତିଶଗଡ ଅଞ୍ଚଳ ବସ୍ତର ଜିଲ୍ଲାର ମଣିକାନ୍ତା ନାମକ ଜଣେ ଯୁବକ ନିଜ ଦେହରେ ୭ କେଜି ଗଂଜେଇ ଭର୍ତ୍ତି କରି ସେଲୋ ଟେପ୍ ଦ୍ବାରା ଗୁଡେ଼ଇ ହେବା ସହ ଗୋଟାଏ ବ୍ୟାଗ୍ ରେ ୧୫ କେଜି ଗଂଜେଇ ଧରି ଚାଲାଣ କରିବା ପାଇଁ ଉଦ୍ୟମ କରୁଥିଲା। କୌଣସି ବିଶେଷ ସୂତ୍ରରୁ ଖବର ପାଇ ନନ୍ଦପୁର ଏସଡିପିଓଙ୍କ ନେତୃତ୍ୱରେ ପାଡୁଆ ପୋଲିସ ବସକୁ ଅପେକ୍ଷା କରିବା ସମୟ ରେ ମାଡ଼ି ବସିଥିଲା ପୋଲିସ। ଜବତ ଗଂଜେଇକୁ ଓଜନ କରିବାରୁ ୨୨ କେଜି ଯାହାର ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ପୋଲିସ ସୂଚନା ଦେଇଛି।ଉକ୍ତ ଯୁବକକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login