The Ultimate Managed Hosting Platform
ADVERTISEMENT

ଦିନ ୧୧ଟାରୁ ୩ଟା ଯାଏଁ କାମ କରିବେନି ଶ୍ରମିକ

Facebook
Twitter
LinkedIn

ଭୁବନେଶ୍ୱର ; ଖରାରେ କାମ କରିବେନି ଶ୍ରମିକ। ଦିନ ୧୧ଟାରୁ ସାଢେ ୩ଟା ପର୍ୟ୍ୟନ୍ତ ଶ୍ରମିକଙ୍କୁ କାମ କରିବାକୁ ମନା। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଏଭଳି ନିର୍ଦ୍ଦେଶାନାମା ଜାରି କରିଛି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ। ଏଥିପାଇଁ ବିହିତ ପଦକ୍ଷେପ ନେବା ପାଇଁ ସମସ୍ତ ରାଜସ୍ବ କମିଶନର, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ କମିଶନରଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି। କାର୍ୟରତ ଶ୍ରମିକମାନଙ୍କୁ ଚଳିତ ଏପ୍ରିଲ ମାସରୁ ଜୁନ ୧୫ ତାରିଖ ପର୍ୟ୍ୟନ୍ତ ଦିନ ୧୧ଟାରୁ ଅପରାହ୍ନ ୩.୩୦ ଘଣ୍ଟା ପର୍ୟ୍ୟନ୍ତ କାର୍ୟ୍ୟରେ ନ ଲଗାଇବାକୁ ବ୍ୟବସ୍ଥା କରାଯିବ। ଆବଶ୍ୟକ ସ୍ଥଳେ କାର୍ୟ୍ୟନିର୍ଘଣ୍ଟର ସମୟ ପରିବର୍ତ୍ତନ କରାଯାଇପାରିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login