ସମ୍ବଲପୁର : ସମ୍ବଲପୁରରେ ମା ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ଝାରସୁଗୁଡା ବିଧାୟିକା ଦିପାଳୀ ଦାସ । ୨୪ ପାଇଁ ଦଳୀୟ ଟିକେଟ ମିଳିବା ପରେ ମାଆଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ଦୀପାଳି । ବିକାଶକୁ ମୁଦ୍ଦା କରି ଲୋକଙ୍କ ପାଖକୁ ଯିବେ । ୨୦୧୯ ଅପେକ୍ଷା ଆହୁରି ଅଧିକ ଭୋଟରେ ବିଜୟ ଲାଭ କରିବେ ବୋଲି ଦୃଢୋକ୍ତ ପ୍ରକାଶ କରିଛନ୍ତି ଦୀପାଳି । ବାପା ସ୍ୱର୍ଗତ ନବ ଦାସଙ୍କ ଭାବମୂର୍ତିକୁ ଆଗକୁ ବଜାୟ ରଖିବେ ବୋଲି କହିଛନ୍ତି ।
Views: 83











