ଭୁବନେଶ୍ୱର : ୧୧୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ବିଜେଡି ଛାଡିଥିବା ନେତାଙ୍କୁ ବିଜେପି ଦେଇଛି ଟିକେଟ । ଯେଉଁମାନଙ୍କୁ ଭରସା କରିଛି ବିଜେପି । ଆଉ ବିଧାନସଭା ନିର୍ବାଚନ ପାଇଁ ଟିକେଟ ଦେଇଛି ।
ବିଜେଡିରୁ ଆସିଥିବା ୮ ନେତାଙ୍କୁ ବିଜେପି ଟିକେଟ
ଅରବିନ୍ଦ ଢ଼ାଲି – ଜୟଦେବ
ଆକାଶ ଦାସ ନାୟକ – କୋରେଇ
ରାଜେନ୍ଦ୍ର ଦାସ – ସୋର
ସିଦ୍ଧାନ୍ତ ମହାପାତ୍ର – ଦିଗପହଣ୍ଡି
ପ୍ରିୟଦର୍ଶୀ ମିଶ୍ର – ଉତ୍ତର ଭୁବନେଶ୍ଵର
ପୂର୍ଣ୍ଣଚନ୍ଦ୍ର ସେଠୀ – ଖଲ୍ଲିକୋଟ
ରଘୁରାମ ମାଛ – କୋରାପୁଟ
ତ୍ରିନାଥ ଗମାଙ୍ଗ – ଗୁଣୁପୁର
Views: 74