ଭୁବନେଶ୍ୱର : ସମ୍ବଲପୁରରୁ ପୁଣି ଲଢିବେ ଜୟନାରାୟଣ ମିଶ୍୍ର । ପାଟଣାଗଡରୁ ପ୍ରାର୍ଥୀ ହେଲେ କନକ ବର୍ଦ୍ଧନ ସିଂହଦେଓ । ଭବାନୀପାଟଣାରୁ ପୁଣି ପ୍ରାର୍ଥୀ ହେଲେ ପ୍ରଦୀପ୍ତ ନାୟକ । ବ୍ରଜରାଜନଗରରୁ ପ୍ରାର୍ଥୀ ହେଲେ ସୁରେଶ ପୂଜାରୀ । ଦିଗପହଣ୍ଡିରୁ ପ୍ରାର୍ଥୀ ହେଲେ ସିଦ୍ଧାନ୍ତ ମହାପାତ୍ର । କୋରେଇରୁ ଲଢିବେ ଆକାଶ ଦାସ ନାୟକ । ଝାରସୁଗୁଡାରୁ ଟଙ୍କଧର ତ୍ରାପାଠୀ, ଭଟଲୀରୁ ଇରାଶିଷ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି ଦଳ ।
Views: 85











