ବିଜେପୁର :ଛତିଶଗଡରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୬ ନକ୍ସଲ । ଡିଆରଜି, ସିଆରପିଏଫ ୨୨୯, କୋବ୍ରା ବାହିନୀର ମିଳିତ ଅପରେସନ । ସିଆରପିଏଫ ଓ ଡିଆରଜି ଯବାନଙ୍କ ପକ୍ଷରୁ ଗତକାଲି ଠାରୁ ଅପରେସନ ଆରମ୍ଭ ହୋଇଛି । ୩ ଗ୍ରାମବାସୀଙ୍କୁ ହତ୍ୟା ପରେ ଜୋରଦାର ହୋଇଛି ଅପରେସନ । ଗତକାଲି ମାଓବାଦୀ ବିଜାପୁର-ସୁକମା ସୀମାରେ ଲୁଚି ରହିଥିବା ନେଇ ସୂଚନା ପାଇଥିଲେ ସୁରକ୍ଷାବାହିନୀ । ଏହାପରେ ଆରମ୍ଭ ହୋଇଥିଲା ଅପରେସନ ।
Views: 85











