ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲାରେ ମହାବଳ ବାଘ ଠାବ । ଦୁଇ ଦଶନ୍ଧି ପରେ ଜିଲ୍ଲାରେ ମହାବଳ ବାଘ ଠାବ । ବନବିଭାଗ କ୍ୟାମେରାରେ ମହାବଳ ଟ୍ରାପ ହୋଇଥିବା ସୂଚନା । ନୂଆ ଇଲାକା ତିଆରେ ପାଇଁ ମଧ୍ୟପ୍ରଦେଶରୁ ଚାଲି ଆସିଥିବା ସୂଚନା । ଏକ୍ସରେ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦଙ୍କ ସୂଚନା ।
Views: 91











