The Ultimate Managed Hosting Platform
ADVERTISEMENT

ନବୀନ ନିବାସରେ ବୈଠକ, ନେତା ଓ ବିଧାୟକଙ୍କ ଲମ୍ବା ଲାଇନ

Facebook
Twitter
LinkedIn

ଭୁବନେଶ୍ୱର : ନବୀନ ନିବାସରେ ପୁରୀ ସଂସଦୀୟ କ୍ଷେତ୍ର ନେତା , ବିଧାୟକ । ବିଧାୟକ ଓ ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକଙ୍କୁ ନେଇ ବୈଠକ । ଆଶାୟୀ ପ୍ରାର୍ଥୀ ତାଲିକା ନେଇ ନବୀନ ନିବାସରେ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସୁଛି । ଅରୁଣ ସାହୁ, ରୁଦ୍ର ମହାରଥୀ, ଉମା ସାମନ୍ତରାୟ, ସତ୍ୟ ପ୍ରଧାନ ଉପସ୍ଥିତ । ସଞ୍ଜୟ ଦାସବର୍ମା, ଶୁଭାଶିଷ ଖୁଣ୍ଟିଆ, ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login