ନୂଆଦିଲ୍ଲୀ : ରାଜ୍ୟସଭା ପାଇଁ ବିଶିଷ୍ଟ ସମାଜସେବୀ ସୁଧା ମୂର୍ତ୍ତି ମନୋନୀତ । ସୁଧା ମୂର୍ତ୍ତିଙ୍କ ନାଁ ମନୋନୟନ କଲେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ । ଏ ନେଇ ଏକ୍ସରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁଧା ମୂର୍ତ୍ତି ନାରୀ ଶକ୍ତିକୁ ପ୍ରତିନିଧିତ୍ୱ କରିବେ କହିଲେ ମୋଦି । ଇନଫୋସିସ ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧା ମୂର୍ତ୍ତି ।
Views: 79