The Ultimate Managed Hosting Platform
ADVERTISEMENT

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ବିଜୟ ମହାପାତ୍ର

Facebook
Twitter
LinkedIn

ଭୁବନେଶ୍ୱର : ପୁଅ ଅରବିନ୍ଦ ମହାପାତ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେବା ପରେ ଧନ୍ୟବାଦ ଜଣାଇଲେ ବରିଷ୍ଠ ନେତା ବିଜୟ ମହାପାତ୍ର । ଅରବିନ୍ଦ ବିଜେଡିରେ ଯୋଗଦାନ ଅବସରରେ ବିଜୟଙ୍କ ପାଇଁ ବାର୍ତା ପଠାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତୁମ ସହ ମୋର ଆଶୀର୍ବାଦ ଅଛି ବାପାଙ୍କୁ ଏକଥା କହିବ ବୋଲି ଅରବିନ୍ଦଙ୍କୁ କହିଥିଲେ ନବୀନ । ଯାହାର ପ୍ରତିକ୍ରିୟାରେ ବିଜୟ କହିଛନ୍ତି, ପୁଅକୁ ଆଶୀର୍ବାଦ କଲେ ଧନ୍ୟବାଦ ଜଣାଇବି । ପୁରୁଣା ସମ୍ପର୍କ ଥିଲା । ତେବେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଗତକାଲି ବିଜେଡିରେ ସାମିଲ ହୋଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login