The Ultimate Managed Hosting Platform
ADVERTISEMENT

କଂଗ୍ରେସ ଛାଡିଲେ ନିହାର ମହାନନ୍ଦ

Facebook
Twitter
LinkedIn

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ନିହାର ମହାନନ୍ଦ । ବରଗଡଜିଲ୍ଲାର ଅତାବିରାର ପୂର୍ବତନ ବିଧାୟକ ହେଉଛନ୍ତି ନିହାର ମହାନନ୍ଦ । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଇସ୍ତଫା ପତ୍ର ପଠାଇଲେ । କଂଗ୍ରେସରେ ରହି ଲୋକଙ୍କ ସେବା କରିହେବନି , ତେଣୁ ଇସ୍ତଫା ଦେଲି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login