The Ultimate Managed Hosting Platform
ADVERTISEMENT

ଏପ୍ରିଲ ୧୪ ପଣା ସଂକ୍ରାନ୍ତି

Facebook
Twitter
LinkedIn

ପୁରୀ : ପଣା ସଂକ୍ରାନ୍ତି କେବେ ପାଳନ ହେବ ଏ ନେଇ ହଟିଲା ସଂଶୟ । ଏପ୍ରିଲ ୧୪ ତାରିଖରେ ପାଳନ ହେବ ମହା ବିଷୁବ ପଣା ସଂକ୍ରାନ୍ତି । ପଞ୍ଜିକା ସମୀକରଣ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ପାଳନ ହେବ ୪ ଦିନ। ସେହିଭଳି ଶ୍ରୀଗୁଣ୍ଡିଚା ଯାତ୍ରା ଦିନ କରାଯିବ ଉଭା ନୀତି । ୧୩ଦିନିଆ ଅଣସର ନୀତି ପାଳନ କରାଯିବାକୁ ବୌଠକରେ ନିଷ୍ପତ୍ତି ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login