ନୂଆଦିଲ୍ଲୀ: ସଂସଦରେ ଚଳିତ ବଜେଟ ଅଧିବେସନ ୨୦୨୨-୨୩ ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଉ ୧୦ ନୂଆ ବ୍ୟବସ୍ଥା ଘୋଷଣା କଲେ । ସେଥିରେ ମହିଳା, କୃଷକ, ଦଳିତ ଏବଂ ଯୁବପୀଢିଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହି ବ୍ୟବସ୍ଥା ଗୁଡ଼ିକ ହେଉଛି
୧- ଆୟକର ଛାଡ ଶୀମା ଅପରିବର୍ତ୍ତିତ । ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଆୟକର ଛାଡ ସୀମାରେ ନାହିଁ କୌଣସି ପରିବର୍ତ୍ତନ ।
୨- ଚଳିତ ବଜେଟରେ ଯୁବପୀଢିଙ୍କ ପାଇଁ ବଡ ଘୋଷଣା କରାଯାଇଛି । ଦିଆଯିବ ୬୦ ଲକ୍ଷ ନିଯୁକ୍ତି, ଦେଶରେ କମିବ ବେରୋଜଗାର ଏବଂ ବେକାରୀ ।
୩- ଆସନ୍ତା ୩ବର୍ଷରେ ୪ଶହ ନୂଆ ଜେନେରେଶନର ବନ୍ଦେ ଭାରତ ଟ୍ରେନ୍ ଚାଲୁ ହେବ ।
୪- ଚଳିତ ବର୍ଷରୁ ହିଁ ୫ଜି ସେବା ଆରମ୍ଭ ହେବ
୫- ଡାକଘରେ ଆରମ୍ଭ ହେବ କୋର ବ୍ୟାଙ୍କିଂ ସେବା । ଅନଲାଇନ୍ ବ୍ୟାଙ୍କିଂ, ମୋବାଇଲ୍ ବ୍ୟାଙ୍କିଂ, ଏଟିଏମ୍ ଏବଂ ଅନଲାଇନ୍ କାରବାର ସେବା ଆରମ୍ଭ ହେବ ।
୬- ରାଜ୍ୟମାନଙ୍କୁ ବିନା ସୁଧରେ ଏକ ଲକ୍ଷ କୋଟି ଟଙ୍କା ପର୍ୟ୍ୟନ୍ତ ଋଣ ଦିଆଯିବ । ୫୦ବର୍ଷ ପାଇଁ ବିନା ସୁଧରେ ଦିଆଯିବ ଋଣ ସୁବିଧା
୭- ଦେଶରେ ଏକ ଡିଜିଟାଲ୍ ୟୁନିଭରସିଟି ନିର୍ମାଣ କରାଯିବ । ସ୍କୁଲର ସବୁ ଶ୍ରେଣୀଗହରେ ଲାଗିବ ଟିଭି ।
୮ – ଦେଶରେ ଲାଗୁ ହେବ ଇ-ପାସପୋର୍ଟ ।
୯ – ପିଏମ୍ ଆବାସ ଯୋଜନାରେ ୮୦ଲକ୍ଷ ଘର ନିର୍ମାଣ ହେବ । ଏଥିପାଇଁ ଖର୍ଚ୍ଚ ହେବ ୪୮ ହଜାର କୋଟି ।
୧୦- ୨୦ ହଜାର କୋଟି ଟଙ୍କା ବେୟରେ ନିର୍ମାଣ ହେବ ୨୫ ହଜାର କିଲୋମିଟରର ଜାତୀୟ ରାଜପଥ ।
ବଜେଟରେ ଆଉ ୧୦ ନୂଆ ବ୍ୟବସ୍ଥା ଘୋଷଣା କଲେ ନିର୍ମଳା ସୀତାରମଣ
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







