The Ultimate Managed Hosting Platform
ADVERTISEMENT

ଅଭିନେତ୍ରୀ ଇଶା ଦେୱଲଙ୍କ ଠାରୁ ଅଲଗା ହେଲେ ଭରତ ତଖତାନୀ

Facebook
Twitter
LinkedIn

ନୂଆଦିଲ୍ଲୀ : ଧର୍ମେନ୍ଦ୍ର ଓ ହେମା ମାଲିନୀଙ୍କ ଝିଅ ତଥା ବଲିଉଡର ଅଭିନେତ୍ରୀ ଇଶା ଦେୱଲ ସ୍ବାମୀ ଭରତ ତଖତାନୀଙ୍କ ଠାରୁ ଅଲଗା ହେବାର ଘୋଷଣା କରି ଦେଇଛନ୍ତି। ତେବେ ୧୧ବର୍ଷର ବୈବାହିକ ଜୀବନକୁ ଭାଙ୍ଗି ଦେବା ଘଟଣାକୁ ନେଇ ଇଶା କହିଛନ୍ତି, ‘ଏହି ନିଷ୍ପତ୍ତି ଆମ ଦୁଇ ସ୍ବାମୀ-ସ୍ତ୍ରୀଙ୍କ ସହମତିରେ ନିଆଯାଇଛି। ତେବେ ଆମର ଏ ନିଷ୍ପତ୍ତିର ପ୍ରଭାବ ଯେମିତି ପିଲାଙ୍କ ଉପରେ ନପଡ଼େ ସେଥିପାଇଁ ବି ଭରତ ଓ ମୁଁ ଚିନ୍ତା କରିଛୁ। ଦୁଇପିଲା ସବୁବେଳେ ଆମର ପ୍ରାଥମିକତା ଥିଲେ ଓ ରହିବେ ମଧ୍ୟ। ତେଣୁ ମୋର ସମସ୍ତଙ୍କ ଅନୁରୋଧ ବ୍ୟକ୍ତିଗତ କଥାକୁ ବ୍ୟକ୍ତିଗତ ଭାବେ ରଖିବାକୁ ଦିଅନ୍ତୁ। ଅଯଥା ଅପପ୍ରଚାର କରନ୍ତୁ ନାହିଁ। ଉଲ୍ଲେଖଯୋଗ୍ୟ, ୨୦୨୩ ଜୁନ ମାସରେ ଇଶା ସ୍ବାମୀ ଭରତଙ୍କ ସହିତ ଏକ ରୋମାଣ୍ଟିକ ଫଟୋ ସେୟାର କରି ୧୧ତମ ବିବାହବାର୍ଷିକର ଶୁଭକାମନା ଦେଇଥିଲେ। ଦୁହିଁଙ୍କ ବିବାହ ୨୦୧୨ରେ ହୋଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ : ଅହମଦାବାଦ ରଥଯାତ୍ରାରେ ଘଟିଲା ଅଘଟଣ । ଡିଜେ ବାଜିବାରୁ ବେକାବୁ ହେଲା ହାତୀ । ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ...

Login