The Ultimate Managed Hosting Platform
ADVERTISEMENT

ହାତୀ ଶାବକର ମୃତଦେହ ଉଦ୍ଧାର

Facebook
Twitter
LinkedIn

ଯୋଡ଼ା: ଚମ୍ପୁଆ ରେଞ୍ଜରେ ନବଜାତ ହାତୀ ଶାବକର ମୃତ୍ୟୁ । ଯୋଡା ବିଟ୍ ଡଡୁଆଁ ଗାଁ ନିକଟରେ ଏକ ହାତୀ ଶାବକକୁ ଜନ୍ମ ଦେବା ପରେ ଶାବକଟିର ମୃତ୍ୟୁ ଘଟିଥିବା ନେଇ ବନ ବିଭାଗ ସୂଚନା ଦେଇଛି । ସୂଚନା ଅନୁଯାୟୀ, ଯୋଡା ବିଟ୍ ଅଞ୍ଚଳରେ ୧୨ ଟିକିଆ ହାତୀପଲ ରହିଥିଲାବେଳେ, ବନ କର୍ମଚାରୀ ସେମାନଙ୍କ ଗତିବିଧି ଉପରେ ନଜର ରଖିଥିଲେ । ଗତ ରାତିରେ ଏହି ହାତୀପଲରେ ରହିଥିବା ଗୋଟିଏ ହାତୀ, ଏକ ଅଣ୍ଡିରା ଶାବକକୁ ଜନ୍ମଦେଇଥିଲା । ତେବେ ଜନ୍ମ ନେବା ପରେହିଁ ହାତୀ ଛୁଆଟିର ମୃତ୍ୟୁ ଘଟିଥିବା ବନ ବିଭାଗ ଅନୁମାନ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login