The Ultimate Managed Hosting Platform
ADVERTISEMENT

ବଜେଟ ଅଧିବେଶନ; କଂଗ୍ରେସର କକ୍ଷତ୍ୟାଗ

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟପାଳଙ୍କ ଭାଷଣକୁ ପ୍ରତିବାଦ କରି କଂଗ୍ରେସର କକ୍ଷତ୍ୟାଗ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରତିବାଦ ଜଣାଇଲେ । ସରକାର ନିଜ ପ୍ରଶଂସା ପାଇଁ ରାଜ୍ୟପାଳଙ୍କ ସହାୟତା ନେଇଛନ୍ତି । ରାଜା ମହାରାଜା ଅମଳ ଭଳି ପ୍ରଶଂସା କାର୍ଯ୍ୟକ୍ରମ କରାଯାଇଛି । ଏହାକୁ ବିରୋଧ କରି ଆମେ କକ୍ଷତ୍ୟାଗ କରୁଛୁ ବୋଲି କହିଲେ ନରସିଂହ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login