The Ultimate Managed Hosting Platform
ADVERTISEMENT

ବିଳାଶପୂର୍ଣ୍ଣ ବଙ୍ଗଳା ନିର୍ମାଣ କଲେ ନୱାଜୁଦ୍ଦିନ ସିଦ୍ଦିକି

Facebook
Twitter
LinkedIn

 ବଲିଉଡ୍‌ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ତାଙ୍କ ଦମଦାର ଅଭିନୟ ପାଇଁ ସେ ବେଶ୍‌ ପରିଚିତ । ତାଙ୍କ ଅଭିନୟ ବଳରେ ସେ ବହୁତ ସଫଳତା ଅର୍ଜନ କରିଛନ୍ତି । ହେଲେ ସବୁଠାରୁ ବଡ କଥା ହେଲା ବର୍ତ୍ତମାନ ନୱାଜୁଦ୍ଦିନ ସିଦ୍ଦିକି ମୁମ୍ବାଇରେ ତଥା ମାୟାନଗରୀରେ ଏକ ତାଙ୍କ ସ୍ବପ୍ନର ବିଳାସପୂର୍ଣ୍ଣ ବଙ୍ଗଳା ତିଆରି କରିଛନ୍ତି । ବିଶେଷ କଥା ହେଉଛି ସେ ତାଙ୍କ ପିତାଙ୍କ ନାମରେ ହିଁ ନବାବ ରଖିଛନ୍ତି। ତାଙ୍କର ଏହି ବଙ୍ଗଳାର ଡିଜାଇନ୍‌ ବୁଦ୍ଧାନାରେ ଥିବା ଘରର ଡିଜାଇନ୍ ଦ୍ୱାରା ନିର୍ମାଣ ତେବେ ୪୭ ବର୍ଷୀୟ ଅଭିନେତା ନିଜ ହିଁ ଆସି ସେଠାରେ ଦେଖା ଚାହଁ କରି ବଙ୍ଗଳାର ଭିତରର ଡିଜାଇନ୍ କରିଥିଲେ। ବଙ୍ଗଳାଟି ସଂପୂର୍ଣ୍ଣ ଶେଷ କରିବାକୁ ପ୍ରାୟତଃ ୩ ବର୍ଷ ସମୟ ଲାଗିଥିଲା ।

ନୱାଜୁଦ୍ଦିନଙ୍କ ଆଲିଶାନ ବଙ୍ଗଳାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ହେଲେ ଏହା ପୂର୍ବରୁ ସେ ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ଘରର ବାହାରେ ଥିବା ପାର୍କରେ ବସି ପେପର ପଢୁଥିବାର ନଜର ଆସିଥିଲେ । କିନ୍ତୁ ଏବେ ଫ୍ୟାନ୍ସଙ୍କ ସମେତ ସମସ୍ତଙ୍କ ନଜର ତାଙ୍କ ଆଲିଶାନ୍‌ ବଙ୍ଗଳା ଉପରେ

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

Login