The Ultimate Managed Hosting Platform
ADVERTISEMENT

ଟନେଲ ଟ୍ରାଜେଡି ;ଉତ୍ତରକାଶୀରେ ଶ୍ରମମନ୍ତ୍ରୀ ସାରଦା ନାୟକ

Facebook
Twitter
LinkedIn

ଉତ୍ତରାଖଣ୍ଡ : ଉତ୍ତରକାଶୀରେ ଶ୍ରମମନ୍ତ୍ରୀ । ଓଡ଼ିଆ ଶ୍ରମିକ ଫସିବା ପରେ ଉତରକାଶୀ ଯାଇଛନ୍ତି ଶ୍ରମମନ୍ତ୍ରୀ ସାରଦା ନାୟକ । ଉଦ୍ଧାରକାର୍ୟ୍ୟ ସ୍ଥଳରେ ପହଂଚି ଓଡ଼ିଆ ଶ୍ରମିକଙ୍କ କଥା ବୁଝଛନ୍ତି । ସାରଦା ନାୟକଙ୍କ ସହିତ ଫସିରହିଥିବା ଓଡ଼ିଆ ଶ୍ରମିକଙ୍କ ପରିବାର ଓ ସମ୍ପର୍କୀୟ ମଧ୍ୟ ଉପସ୍ଥିତ ରହିଛନ୍ତି । ଖୁବଶୀଘ୍ର ଉଦ୍ଧାର ହେବେ ଫସିଥିବା ଶ୍ରମିକ । ବାହାରେ ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି । ଘଟଣାସ୍ଥଳରେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଓ କେନ୍ଦ୍ରମନ୍ତ୍ରୀ ଭି.କେ ସିଂ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖୁଛନ୍ତି । ତେଣୁ କୌଣସି ମୁହୂର୍ତରେ ଶ୍ରମିକଙ୍କୁ ଉଦ୍ଧାର କରାଯାଇପାରେ ବୋଲି ସୂଚନା ଦେଇଛନ୍ତି ଶ୍ରମମନ୍ତ୍ରୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଖବର ଗୁଜବ, ମୁଁ ସୁସ୍ଥ : ଜୁଏଲ ଓରାମ

ଆଉ ନିର୍ବାଚନ ଲଢିବିନି , ଏଥର ଯୁବପିଢୀଙ୍କୁ ସୁଯୋଗ ଦେବି : ଜୁଏଲ

ଭୁବନେଶ୍ୱର : ଆଉ ନିର୍ବାଚନ ଲଢିବିନି କହିଲେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଜୁଏଲଙ୍କ ବୟାନ । ଗତ ନିର୍ବାଚନ...

ADVERTISEMENT

Login