The Ultimate Managed Hosting Platform
ADVERTISEMENT

ନେବାକୁ ଜଗିଛି ‘ଚିନୁକ୍’, ଆଉ ୨ ମିଟର ବାକି !

Facebook
Twitter
LinkedIn

ଟନେଲ ଟ୍ରାଜେଡି ; ଉଦ୍ଧାର ପରେ ଶ୍ରମିକମାନଙ୍କୁ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ନିଆଯିବ ।ଏନଡିଏମଏ ସଦସ୍ୟ ସୟଦ ଅତା ହୁନସେନଙ୍କ ସୂଚନା । ଅସ୍ଥାୟୀ ମେଡିକାଲରେ କ୍ୟାମ୍ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଆବଶ୍ୟକ ହେଲେ ସେମାନଙ୍କୁ ବଡ ହସ୍ପିଟାଲ ପଠାଯିବ । ଆବଶ୍ୟକ ସ୍ଥଳେ ଶ୍ରମିକଙ୍କୁ ଏୟାରଲିଫ୍ଟ କରାଯିବ । ଏୟାର ଲିଫ୍ଟ ପାଇଁ ବାୟୁସେନା ଚିନୁକ ହେଲିକପ୍ଟର ତୟାର । ୩୦ ମିଟର ଦୂର ଚିନୟାଲିସ୍ୟୁର ହେଲିପ୍ୟାଡରେ ପ୍ରସ୍ତୁତ ରହିଛି ।
ଶ୍ରମିକଙ୍କ ନିକଟତର ହେଉଛି ପାଇପ ଲାଇନ । ବର୍ତ୍ତମାନର ଖବର ଅନୁସାରେ ୫୮ ମିଟର ଖୋଳା ସରିଛି । ଶ୍ରମିକଙ୍କ ନିକଟରେ ପହଁଚିବାକୁ ଆଉ ପ୍ରାୟ ୨ ମିଟର ଅଛି । ତା ପରେ ଶ୍ରମିକ ମାନଙ୍କ ନିକଟରେ ପହଂଚିଥିବା କହିହେବ । ତେବେ ଟନେଲ ଭିତର ପଟରୁ ଡ୍ରିଲିଂ ଶବ୍ଦ ଶୁଣାଯାଉଛି । ଡ୍ରିଲିଂ ଶବ୍ଦ ଶୁଭୁଥିବାରୁ ପାଖାପାଖି ହୋଇଥିବା ଭାବୁଛୁ । ଆମେ ୪ ଶହ ଘଣ୍ଟା ଧରି ଅପରେସନ ଜାରି ରଖିଛୁ । ଗତ ୨୪ ଘଣ୍ଟା ମଧ୍ୟରେ ୧୦ ମିଟର ଖୋଳାଯାଇଛି । ରାଟ ହୋଲ ଡ୍ରିଲରମାନେ ଉଲ୍ଲେଖନୀୟ କାମ କରିଛନ୍ତି । ଭର୍ଟିକାଲ ଡ୍ରିଲିଂ ଚାଲିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଖବର ଗୁଜବ, ମୁଁ ସୁସ୍ଥ : ଜୁଏଲ ଓରାମ

ଆଉ ନିର୍ବାଚନ ଲଢିବିନି , ଏଥର ଯୁବପିଢୀଙ୍କୁ ସୁଯୋଗ ଦେବି : ଜୁଏଲ

ଭୁବନେଶ୍ୱର : ଆଉ ନିର୍ବାଚନ ଲଢିବିନି କହିଲେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଜୁଏଲଙ୍କ ବୟାନ । ଗତ ନିର୍ବାଚନ...

ADVERTISEMENT

Login