ନୂଆଦିଲ୍ଲୀ : ଏହି ବର୍ଷର ମୋଷ୍ଟ ପପୁଲାର ଫିଲ୍ମ ‘ଦ ଆର୍ଚ୍ଚିସ୍’ର ଟ୍ରେଲର ଆଜି ରିଲିଜ ହୋଇଛି । ତେବେ ଜୋୟା ଅଖତରଙ୍କ ନିର୍ଦ୍ଦେଶନାରେ ହୋଇଥିବା ଏହି ଫିଲ୍ମରେ ନୂଆ ଚେହେରା ଟ୍ରେଲର ଜରିଆରେ ଦେଖିବା ପାଇଁ ମିଳିଛି । ଏହି ଫିଲ୍ମରେ ବଲିଉଡ ଇଣ୍ଡଷ୍ଟ୍ରୀର ଅନେକ ଷ୍ଟାରଙ୍କ ପିଲାମାନେ ଡେବ୍ୟୁ କରିଛନ୍ତି । ସେମାନଙ୍କ ମଧ୍ୟରେ ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ, ବୋନି କପୁରଙ୍କ ଝିଅ ଖୁସି କପୁର ଏବଂ ଅମିତାବ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦ ମଧ୍ୟ ସାମିଲ ରହିଛନ୍ତି ।
ଫିଲ୍ମ ‘ଦ ଆର୍ଚ୍ଚିସ୍’ର ଅନ୍ୟ ଷ୍ଟାରମାନଙ୍କ ମଧ୍ୟରେ ମିହିର ଅହୁଜା, ଆଦିତ୍ୟ ସେହଗଲ୍, ଯୁବରାଜ ମେଣ୍ଡା ଏବଂ ବେଦଙ୍ଗ ରାଇନାଙ୍କ ନାମ ସାମିଲି ରହିଛି । ଏହି କିଛି ଦିନ ପୂର୍ବରୁ ଫିଲ୍ମର ଫାର୍ଷ୍ଟ ଲୁକ୍, ପୋଷ୍ଟର ଏବଂ ଗୀତ ମଧ୍ୟ ରିଲିଜ୍ ହୋଇଥିଲା । ଏଥିରୁ ଜଣାପଡୁଛି ଯେ ଫିଲ୍ମର ପ୍ଲଟ୍ କିପରି ହୋଇଥିବ । ଏହାସହ ସେହି ସବୁ ଜିନିଷରୁ ଜଣା ପଡୁଛି ଯେ ଫିଲ୍ମଟି ୧୯୫୦ ରୁ ୧୯୬୦କୁ ବେଷ୍ଟ କରି ତିଆରି କରାଯାଇଛି । ଏବେ ଜୋୟା ଅଖତର ଫିଲ୍ମ‘ଦ ଆର୍ଚ୍ଚିସ୍’ର ମୋଷ୍ଟ ପପୁଲାର ଟ୍ରେଲର ରିଲିଜ୍ କରିଛନ୍ତି ।
‘ଦ ଆର୍ଚ୍ଚିସ୍’ର ଟ୍ରେଲର ରିଲିଜ୍
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











